ମାଈହାତୀ ମୃତ୍ୟ ପରେ ଖୋଜୁଛି ଦନ୍ତା ; ବନ ବିଭାଗ ନାକେଦମ୍

ଗୁଣୁପୁର : ଗୁଣୁପୁର ରେଞ୍ଜ ପଦ୍ମପୁର ସେକ୍ସନରେ ଗତକାଲି ଫୁଲପୁଟି ଠାରେ ଦୁଇ ଟିକିଆ ହାତୀପଲରୁ ଗୋଟିଏ ମାଈହାତୀର ମୃତ୍ୟୁ ଘଟିଥିଲା। ହାତୀ ଦ୍ବୟ ପାଖ କପା ବାଡରେ ଥିବା କୁଡିଆ ଓ ବିଦ୍ୟୁତ୍ ଖୁଣ୍ଟକୁ ଭାଙ୍ଗି ଥିଲେ। ବିଦ୍ୟୁତ ଆଘାତରେ ମାଈହାତୀ ମୃତ୍ୟୁ ହୋଇଥିବା ବନ ବିଭାଗ ଅଧିକାରୀଙ୍କ ପକ୍ଷରୁ ଜଣାପଡିଥିଲା। ମାଈହାତୀ ମୃତଦେହକୁ ବ୍ୟବଚ୍ଛେଦ କରାଇଛି ବନ ବିଭାଗ। ହାତୀ ମୃତ୍ୟ ପରେ ସାଥିରେ ଥିବା ଦନ୍ତାହାତୀ ପୁଣି ଅଞ୍ଚଳରେ ବିଳମ୍ବିତ ରାତ୍ରିରେ ନାକେଦମ୍ … Continue reading ମାଈହାତୀ ମୃତ୍ୟ ପରେ ଖୋଜୁଛି ଦନ୍ତା ; ବନ ବିଭାଗ ନାକେଦମ୍