ଜିଏସଟି ପ୍ରଭାବ ; ୧୮ ହଜାର ପର୍ଯ୍ୟନ୍ତ ଶସ୍ତା ହେଲା ଏହି ୨ ଚକିଆ ସ୍କୁଟର-ବାଇକ୍
ନୂଆଦିଲ୍ଲୀ : ହୋଣ୍ଡା ମୋଟରସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ (ଏଚଏମଏସଆଇ) ନିକଟରେ ଗ୍ରାହକଙ୍କ ପାଇଁ ଏକ ବଡ ଘୋଷଣା କରିଛି । ଲାଗୁହେବାକୁ ଥିବା ଜିଏସଟିରେ ହ୍ରାସ ପାଇଥିବା ଦାମ୍ର ସମ୍ପୂର୍ଣ୍ଣ ଲାଭ ନିଜ ଗ୍ରାହକଙ୍କୁ ଦେବ । କମ୍ପାନୀ ଅନୁଯାୟୀ, ୩୫୦ ସିସି ପର୍ଯ୍ୟନ୍ତ ମୋଟରସାଇକେଲ ଓ ସମସ୍ତ ସ୍କୁଟର ସାମିଲ ରହିଛି । ଜିଏସଟି ବୈଠକ ପରେ ୨ ଚକିଆ ଉପରେ ଜିଏସଟି ୨୮ ପ୍ରତିଶତରୁ ହ୍ରାସ ହୋଇ ୧୮ ପ୍ରତିଶତ ହୋଇଛି । … Continue reading ଜିଏସଟି ପ୍ରଭାବ ; ୧୮ ହଜାର ପର୍ଯ୍ୟନ୍ତ ଶସ୍ତା ହେଲା ଏହି ୨ ଚକିଆ ସ୍କୁଟର-ବାଇକ୍
Copy and paste this URL into your WordPress site to embed
Copy and paste this code into your site to embed