୨୦ ଟଙ୍କିଆ ବି.. ବରଣମାଳା ପୂର୍ବରୁ ବାହାଘର ଭାଙ୍ଗିଲେ କନ୍ୟା ; ଫେରିଲା ବର, ହୋସ୍ ଉଡାଇବ କାରଣ..

ନୂଆଦିଲ୍ଲୀ : ଉତ୍ତର ପ୍ରଦେଶର ଔରିୟାରେ ବିବାହର ଏପରି ଏକ ଘଟଣା ସାମ୍ନାକୁ ଆସିଛି। ଯାହା ଏବେ ବେଶ ଚର୍ଚ୍ଚାର ବିଷୟ ପାଲଟିଛି। ଘଟଣା କ୍ରମେ ବର ଜଣଙ୍କ ଟଙ୍କା ଗଣି ନପାରିବାରୁ ବରଣମାଳା ପୂର୍ବରୁ କନ୍ୟା ବାହାଘର ଭାଙ୍ଗି ଦେଇ ସେଠାରୁ ପଳାଇଛନ୍ତି। ବର ଜଣକ ଟଙ୍କା ଗଣି ନପାରିବା ପରେ ବର ପକ୍ଷ କନ୍ୟାଙ୍କୁ ବୁଝାଇବାକୁ ଅନେକ ଚେଷ୍ଟା କରିଥିଲେ। ମାତ୍ର କନ୍ୟା ଜଣକ ବାହା ହେବାକୁ ସଫା ସଫା ମନା କରି ଦେଇଥିଲେ। … Continue reading ୨୦ ଟଙ୍କିଆ ବି.. ବରଣମାଳା ପୂର୍ବରୁ ବାହାଘର ଭାଙ୍ଗିଲେ କନ୍ୟା ; ଫେରିଲା ବର, ହୋସ୍ ଉଡାଇବ କାରଣ..