ୟୁକ୍ରେନକୁ ଭାରତୀୟ ପ୍ରତିରକ୍ଷା ରପ୍ତାନି ହଡ଼ପ ଖବରକୁ ଖଣ୍ଡନ କଲେ ସରକାର

ଡେସ୍କ: ୟୁକ୍ରେନକୁ ଭାରତର ପ୍ରତିରକ୍ଷା ରପ୍ତାନିକୁ ହଡ଼ପ କରାଯାଉଥିବା ଖବରକୁ ଗୁରୁବାର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଖଣ୍ଡନ କରିବା ସହ ଏହାକୁ କଳ୍ପନାତ୍ମକ ଏବଂ ବିଭ୍ରାନ୍ତିକର ବୋଲି କହିଛି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି, ଆମେ ରଏଟର୍ସ ରିପୋର୍ଟ ଦେଖିଛୁ। ଏହା କଳ୍ପନାତ୍ମକ ଓ ବିଭ୍ରାନ୍ତିକର। ମନ୍ତ୍ରଣାଳୟ ଆହୁରି ମଧ୍ୟ କହିଛି ଯେ ଅନ୍ତର୍ଜାତୀୟ ପ୍ରତିଶ୍ରୁତି ପାଳନ କରିବାରେ ଭାରତର ରେକର୍ଡ ରହିଛି। Related Posts ଫରେଷ୍ଟର୍‌ ଆତ୍ମହତ୍ୟା ଘଟଣାରେ ଭିନ୍ନମୋଡ଼,… Sep 20, 2024 ସବୁ … Continue reading ୟୁକ୍ରେନକୁ ଭାରତୀୟ ପ୍ରତିରକ୍ଷା ରପ୍ତାନି ହଡ଼ପ ଖବରକୁ ଖଣ୍ଡନ କଲେ ସରକାର