ପୁଅ ମାଡମାରିବା ଭୁଲିଗଲେ କି ରଘୁବର! କହିଲେ ଲାଟ ସାହାବ ନୁହଁନ୍ତି ରାଜ୍ୟପାଳ

ଡେସ୍କ: ଓଡିଶାର ପୂର୍ବତନ ରାଜ୍ୟପାଳ ରଘୁବର ଦାସ ଆଜି ଦେଇଥିବା ମନ୍ତବ୍ୟ ପ୍ରକାରାନ୍ତରେ ତାଙ୍କ ନିଜ କାର୍ଯ୍ୟକଳାପ ପ୍ରତି ଆଙ୍ଗୁଳି ନିର୍ଦ୍ଦେଶ କରୁଛି। ଅଚାନକ ରାଜ୍ୟପାଳ ପଦବୀରୁ ଇସ୍ତଫା ଦେବା ବିଷୟରେ ମୁହଁ ଖୋଲି ନାହାନ୍ତି ରଘୁବର। ଇସ୍ତଫା ପରେ ବିଜେପିରେ ମିଶିବା ପରେ ସେ କହିଛନ୍ତି ଯେ ରାଜ୍ୟପାଳ ପଦବୀ ଲାଟ ସାହାବ ପଦ ନୁହେଁ। ସେ କାଳେ ଓଡ଼ିଶାରେ ଏହି ଚିନ୍ତାଧାରାକୁ ବଦଳାଇ ଦେଇଛନ୍ତି ବୋଲି କହିଛନ୍ତି। ୩୦ଟି ଜିଲ୍ଲା ବୁଲି ସେ ଲୋକଙ୍କ … Continue reading ପୁଅ ମାଡମାରିବା ଭୁଲିଗଲେ କି ରଘୁବର! କହିଲେ ଲାଟ ସାହାବ ନୁହଁନ୍ତି ରାଜ୍ୟପାଳ