ଗଣଦୁଷ୍କର୍ମ ଘଟଣା ପରଠୁ କାଠପୋଲ ବୁଲିବାକୁ ଯାଉନାହାନ୍ତି ପର୍ଯ୍ୟଟକ
ଗୋପାଳପୁର: ସାରା ଓଡ଼ିଶା ରଜ ମଉଜରେ ମସଗୁଲ ରହିଥିବାବେଳେ ଗୋପାଳପୁର ବେଳାଭୂମିରେ ଗଣ ଦୁଷ୍କର୍ମ ଘଟଣା ସମସ୍ତଙ୍କୁ ସ୍ତମ୍ଭିଭୂତ କରି ଦେଇଥିଲା। ଏହି ଘଟଣା ସୋମବାର ପ୍ରଘଟ ହେବାପରେ ଗୋପାଳପୁର ବେଳାଭୂମି ବୁଲିବାକୁ ପର୍ଯ୍ୟଟକ ମୁହଁ ମୋଡୁଥିବା ଦେଖିବାକୁ ମିଳିଛି। ବିଶେଷ କରି ଦୁଷ୍କର୍ମ ଘଟିଥିବା ଘଟଣା ସ୍ଥଳର ମାତ୍ର ୨୦୦ ମିଟର ଦୂରରେ ରହିଥିବା କାଠ ପୋଲ ବୁଲିବାକୁ ମଙ୍ଗଳବାରଠାରୁ ଆଜି ଯାଏଁ କେବଳ ହାତଗଣତି ପର୍ଯ୍ୟଟକଙ୍କ ଆଗମନ ହେଉଥିବା ସେଠାରେ ଡ୍ୟୁଟିରେ ଥିବା ସୁରକ୍ଷାକର୍ମୀ … Continue reading ଗଣଦୁଷ୍କର୍ମ ଘଟଣା ପରଠୁ କାଠପୋଲ ବୁଲିବାକୁ ଯାଉନାହାନ୍ତି ପର୍ଯ୍ୟଟକ
Copy and paste this URL into your WordPress site to embed
Copy and paste this code into your site to embed