ଭୁଲ୍ ରାସ୍ତା ଦେଖାଇଲା ଗୁଗଲ୍ ମ୍ୟାପ୍ , ଆଉ ତାପରେ….

ତିରୁଅନନ୍ତପୁରମ : ଗୁଗଲ୍‌ ମ୍ୟାପ୍‌ରେ ତ୍ରୁଟିପୂର୍ଣ୍ଣ ସୂଚନାକୁ ଆଧାର କରି ଯାଉଥିବାବେଳେ ପର୍ଯ୍ୟଟକ ଦଳ କେରଳର କୋଟ୍ଟାୟାମ ଜିଲା ଅନ୍ତର୍ଗତ କୁରୁପ୍ପାନଥାରା ସହର ନିକଟରେ ଥିବା ଏକ ଜଳାଶୟ ମଧ୍ୟକୁ ପ୍ରବେଶ କରିଥିବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। ହାଇଦ୍ରାବାଦରୁ ଆସିଥିବା ଚାରି ଜଣିଆ ପର୍ଯ୍ୟଟକ ଦଳ କାର୍‌ ଯୋଗେ କେରଳର ଆଲାପୁଜାକୁ ଯାତ୍ରା କରୁଥିଲେ। ତେବେ ରାସ୍ତା ଜାଣିନଥିବାରୁ ସେମାନେ ଗୁଗଲ୍‌ ମ୍ୟାପ୍‌ର ସହାୟତା ନେଇଥିଲେ। ମ୍ୟାପ୍‌ରେ ଥିବା ସୂଚନାକୁ ଆଧାର କରି ଆଗକୁ ଯାଉଥିବାବେଳେ … Continue reading ଭୁଲ୍ ରାସ୍ତା ଦେଖାଇଲା ଗୁଗଲ୍ ମ୍ୟାପ୍ , ଆଉ ତାପରେ….