ଚାକିରି ଛାଡି ଯାଉଥିଲେ ଗୁଗଲ କର୍ମଚାରୀ, ଦରମା ବଢିଗଲା ୩୦୦ ପ୍ରତିଶତ

ନୂଆଦିଲ୍ଲୀ : ଗତ କିଛି ଦିନ ତଳେ ସବୁଠାରୁ ବଡ ସର୍ଚ୍ଚ ଇଞ୍ଜିନ ଗୁଗଲରେ ଛଟେଇକୁ ଚର୍ଚ୍ଚା ଜୋର ଧରିଥିଲା । ହଜାର ହଜାର କର୍ମଚାରୀଙ୍କୁ  ବିଦା କରାଯାଇଥିଲା । କିନ୍ତୁ ଏବେ କମ୍ପାନୀ ଏମିତି ଏକ କାମ କରିଦେଖାଇଛି ଯେଉଁଥିପାଇଁ ପୁଣି ଚର୍ଚ୍ଚା ଚାଲିଛି । କମ୍ପାନୀର ଜଣେ କର୍ମଚାରୀ ଚାକିରି ଛାଡି ଅନ୍ୟ ଏକ କମ୍ପାନୀକୁ ଯାଉଥିଲେ କିନ୍ତୁ କର୍ମଚାରୀକୁ ରୋକିବା ପାଇଁ ଗୁଗଲ ତାଙ୍କ ଦରମା ୧୦ କିମ୍ବା ୨୦ ପ୍ରତିଶତ ନୁହେଁ … Continue reading ଚାକିରି ଛାଡି ଯାଉଥିଲେ ଗୁଗଲ କର୍ମଚାରୀ, ଦରମା ବଢିଗଲା ୩୦୦ ପ୍ରତିଶତ