ସୁନା ଦାମ୍ ପ୍ରଥମ ଥର ୭୧ ହଜାର ଟପିଲା, ନିବେଶକ ଖୁସି

ନୂଆଦିଲ୍ଲୀ : ସୁନା ଦାମ୍ ପୁଣି ବଢିଛି । ୮ ଏପ୍ରିଲରେ ସୁନା ଦାମ୍ ରେକର୍ଡ ଭାଙ୍ଗିଛି । ମଲ୍ଟି କମୋଡିଟି ଏକ୍ସଚେଞ୍ଜରେ ସୁନା ଦାମ୍ ପ୍ରଥମ ଥର ୭୧ ହଜାର ଟଙ୍କା ପାର୍ କରିଛି । ସେହିଭଳି ରୂପା ଦାମ୍ ମଧ୍ୟ ୮୨ ହଜାର ଟଙ୍କା ପ୍ରତି କିଲୋ ଛୁଇଁଛି । ଦ୍ବିପ୍ରହର ୧ଟା ସୁଦ୍ଧା ସୁନା ଦାମ୍ ୦.୩୦ ପ୍ରତିଶତ ବୃଦ୍ଧି ପାଇ ୭୦୮୪୫ ଟଙ୍କା ପ୍ରତି ୧୦ ଗ୍ରାମ ଥିଲା । ତେବେ … Continue reading ସୁନା ଦାମ୍ ପ୍ରଥମ ଥର ୭୧ ହଜାର ଟପିଲା, ନିବେଶକ ଖୁସି