କମିଲା ସୁନା, ରୂପା ଦାମ୍ ମଧ୍ୟ ଖସିଲା

ନୂଆଦିଲ୍ଲୀ : ଯଦି ଆପଣ ସୁନା-ରୂପା କିଣିବା ପାଇଁ ଯୋଜନା କରୁଛନ୍ତି ତେବେ ଆପଣଙ୍କ ପାଇଁ ଭଲ ଖବର । ଆଜି ସୁନା-ରୂପା ଦାମ୍ ଖସିଛି । ୨୪ କ୍ୟାରେଟ୍ ସୁନା ଦାମ୍ ୨୪୦ ଟଙ୍କା ଅର୍ଥାତ୍ ୦.୩୭ ପ୍ରତିଶତ ହ୍ରାସ ପାଇ ୬୫,୩୩୦ ଟଙ୍କା ପ୍ରତି ୧୦ ଗ୍ରାମରେ ପହଞ୍ଚିଛି । ସେହିଭଳି ୨୨ କ୍ୟାରେଟ୍ ସୁନା ଦାମ୍ ୫୯,୮୫୦ ଟଙ୍କା ପ୍ରତି ୧୦ ଗ୍ରାମ ହୋଇଯାଇଛି । ଆଜି ରୂପା ମଧ୍ୟ ଶସ୍ତା ହୋଇଯାଇଛି … Continue reading କମିଲା ସୁନା, ରୂପା ଦାମ୍ ମଧ୍ୟ ଖସିଲା