କମିଲା ସୁନାଦର- ୨୦ହଜାରେ ୮୦୦ ଟଙ୍କା କମିଲା ୨୪ କ୍ୟାରେଟ ସୁନା ୧୦୦ ଗ୍ରାମ
ନୂଆଦିଲ୍ଲୀ- ଅନେକ ଦିନ ଧରି ଜାତୀୟ ଏବଂ ଅନ୍ତର୍ଜାତୀୟ ବଜାରରେ ସୁନା ଦର ବୃଦ୍ଧି ପାଇବାରେ ଲାଗିଥିଲା । ଏବେ ସୁନାଦର ପୁଣି ହ୍ରାସ ପାଇଛି । ଶନିବାରରେ ସୁନାଦର ହ୍ରାସ ପାଇଥିବା ସୂଚନା ମିଳିଛି । ୨୨ କ୍ୟାରେଟ୍ ସୁନା ପ୍ରତି ୧୦ ଗ୍ରାମ ୧୯୦୦ ଟଙ୍କା ହ୍ରାସ ପାଇଛି । ସେହିପରି ୨୪ କ୍ୟାରେଟ୍ ସମ୍ପୂର୍ଣ୍ଣ ଶୁଦ୍ଧ ସୁନା ପ୍ରତି ୧୦ ଗ୍ରାମ ୨୦୮୦ ଟଙ୍କା ହ୍ରାସ ପାଇଛି । ୧୦୦ ଗ୍ରାମକୁ ଏହା … Continue reading କମିଲା ସୁନାଦର- ୨୦ହଜାରେ ୮୦୦ ଟଙ୍କା କମିଲା ୨୪ କ୍ୟାରେଟ ସୁନା ୧୦୦ ଗ୍ରାମ
Copy and paste this URL into your WordPress site to embed
Copy and paste this code into your site to embed