ଭାଙ୍ଗିଲା ସବୁ ରେକର୍ଡ ; ୨୨ କ୍ୟାରେଟ୍ ସୁନା ଟପିଲା ଲକ୍ଷେ ଟଙ୍କା
ଭୁବନେଶ୍ୱର : ଭାଙ୍ଗିଲା ସବୁ ରେକର୍ଡ । କିଛି ଦିନ ପୂର୍ବରୁ ୨୪ କ୍ୟାରେଟ୍ ସୁନା ଦାମ୍ ୧ ଲକ୍ଷ ଟଙ୍କା ଅତିକ୍ରମ କରିଥିବା ବେଳେ ସେପ୍ଟେମ୍ବର ୯ ଅର୍ଥାତ୍ ମଙ୍ଗଳବାର ୨୨ କ୍ୟାରେଟ୍ ସୁନା ଦାମ୍ ୧ ଲକ୍ଷ ଟଙ୍କା ଅତିକ୍ରମ କରିଛି । ୨୪ କ୍ୟାରେଟ୍ ୧୦ ଗ୍ରାମ୍ ସୁନା ଦାମ୍ ୧,୧୦,୨୯୦ ଟଙ୍କାରେ ପହଞ୍ଚିଛି । ଗତକାଲି ୧,୦୮,୯୩୦ ଟଙ୍କା ଥିଲା । ଏଥିରେ ୧,୩୬୦ ଟଙ୍କା ବୃଦ୍ଧି ହୋଇଛି । ୨୨ … Continue reading ଭାଙ୍ଗିଲା ସବୁ ରେକର୍ଡ ; ୨୨ କ୍ୟାରେଟ୍ ସୁନା ଟପିଲା ଲକ୍ଷେ ଟଙ୍କା
Copy and paste this URL into your WordPress site to embed
Copy and paste this code into your site to embed