ଚିନ୍ତା ବଢାଇଲା ; ପୁଣି ସୁନା ଦର ବଢିଲା ଏତେ

ଭୁବନେଶ୍ୱର : ଲକ୍ଷେ ଟଙ୍କା ପାର୍‌ ହୋଇ ସାରିଛି ସୁନା ଦର । ଏବେ ନିୟମିତ ବଢି ଚାଲିଛି ପୁଣି ଦାମ୍‌ । ଯାହା ସଭିଁଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ଜୁନ୍‌ ୧୯ ଅର୍ଥାତ୍‌ ଗୁରୁବାର ପୁଣି ବଢିଛି ସୁନା ଦର । ୨୪ କ୍ୟାରେଟ୍‌ ୧୦ ଗ୍ରାମ୍‌ ସୁନା ଦାମ୍‌ ୧,୦୧,୦୮୦ ଟଙ୍କା ରହିଛି । ଗତକାଲି ଏହା ୧,୦୦,୯୧୦ ଟଙ୍କା ଥିଲା । ଏଥିରେ ୧୭୦ ଟଙ୍କା ବୃଦ୍ଧି ହୋଇଛି । … Continue reading ଚିନ୍ତା ବଢାଇଲା ; ପୁଣି ସୁନା ଦର ବଢିଲା ଏତେ