ଭୁବନେଶ୍ୱର : ପୁଣି ଗ୍ରାହକଙ୍କୁ ମିଳିଛି ଝଟକା । ମେ’ ୩୦ ଅର୍ଥାତ୍ ଶୁକ୍ରବାର ବଢିଛି ସୁନା ଦର । ୨୪ କ୍ୟାରେଟ୍ ସୁନା ଦାମ୍ ୧୦ ଗ୍ରାମ୍କୁ ୯୭,୩୧୦ ଟଙ୍କା ରହିଛି । ଗତକାଲି ଏହା ୯୭,୦୪୦ ଟଙ୍କା ଥିଲା । ଏଥିରେ ୨୭୦ ଟଙ୍କା ବୃଦ୍ଧି ହୋଇଛି । ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ୍କୁ ୮୯,୨୦୦ ଟଙ୍କା ରହିଛି । ଗତକାଲି ଏହା ୮୮,୯୫୦ ଥିଲା । ଏଥିରେ ୨୫୦ ଟଙ୍କା … Continue reading ପୁଣି ଝଟକା ; ବଢିଲା ସୁନା ଦର
Copy and paste this URL into your WordPress site to embed
Copy and paste this code into your site to embed