ପୁଣି ବଢିଲା ସୁନା ଦାମ୍ ; ଜାଣନ୍ତୁ ୨୨ କ୍ୟାରେଟ୍ ଦାମ୍ କେତେ..

ନୂଆଦିଲ୍ଲୀ :ପୁଣି ବଢିଲା ସୁନା ଦାମ୍ । ଜୁନ୍ ୨୧ରେ ୧୦ ଗ୍ରାମ୍ ସୁନାର ମୂଲ୍ୟ ପ୍ରାୟ ୭୧,୦୦ ଟଙ୍କା ରହିଛି। ୨୪ କ୍ୟାରେଟ୍ ସୁନା ଦାମ୍ ୧୦ ଗ୍ରାମ୍ ପିଛା ୭୩,୨୫୦ ଟଙ୍କା ଥିବା ବେଳେ ୨୨ କ୍ୟାରେଟ୍ ସୁନା ଦାମ୍ ୧୦ ଗ୍ରାମ୍ ପିଛା ୬୭,୧୫୦ ଟଙ୍କା ରହିଛି। ଏହାସହ ରୁପା ମୂଲ୍ୟ କିଲୋଗ୍ରାମ ପିଛା ୯୪,୦୦୦ ଟଙ୍କାକୁ ଖସି ଆସିଛି। ବୁଧ ହେବେ ଉଦୟ ; ଏହି ୫ ରାଶିଙ୍କୁ ମିଳିବ ଧନ … Continue reading ପୁଣି ବଢିଲା ସୁନା ଦାମ୍ ; ଜାଣନ୍ତୁ ୨୨ କ୍ୟାରେଟ୍ ଦାମ୍ କେତେ..