ବଡ ଝଟକା ; ପୁଣି ବଢିଲା ସୁନା ଦାମ୍‌, ଜାଣନ୍ତୁ କେତେ

ଭୁବନେଶ୍ୱର : ଆକାଶ ଛୁଆଁ ସୁନା ଦର। ହୁ ହୁ ହୋଇ ବଢି ଚାଲିଛି ସୁନା। ଏପ୍ରିଲ ୨୧ ତାରିଖରେ ଅର୍ଥାତ୍‌ ସୋମବାର ସୁନା ଦର ୯୮ ହଜାର ପାର୍‌ ହୋଇଛି। ୨୪ କ୍ୟାରେଟ୍‌ ସୁନା ଦାମ୍‌ ୧୦ ଗ୍ରାମ୍‌ ପ୍ରତି ୯୮,୩୫୦ ଟଙ୍କା ରହିଛି। ଗତକାଲି ଏହା ୯୭,୫୮୦ ଟଙ୍କା ଥିଲା। ଏଥିରେ ୭୭୦ ଟଙ୍କା ବୃଦ୍ଧି ହୋଇଛି। ୨୨ କ୍ୟାରେଟ୍‌ ସୁନା ଦାମ୍‌ ୧୦ ଗ୍ରାମ୍‌ ପ୍ରତି ୯୦,୧୫୦ ଟଙ୍କା ରହିଛି । ଗତକାଲି … Continue reading ବଡ ଝଟକା ; ପୁଣି ବଢିଲା ସୁନା ଦାମ୍‌, ଜାଣନ୍ତୁ କେତେ