କଳାକନା ବୁଲାଇଲେ ଦୁର୍ବୃତ୍ତ; ଲୁଟି ନେଲେ ୧୮ ଭରି ସୁନାରୁପା ଅଳଙ୍କାର

ଗଞ୍ଜାମ : ଗଞ୍ଜାମର ଖଲ୍ଲିକୋଟରେ ଏକ ବଡ ଧରଣର ଲୁଟ୍‌ ହୋଇଥିବା ନେଇ ମଙ୍ଗଳବାର ଖବର ସାମ୍ନାକୁ ଆସିଛି । ଘରେ ପଶି କଳାକନା ବୁଲାଇଲେ ଲୁଟେରା । ଘର ଭିତରେ ପଶି ପ୍ରାୟ ୧୮ ଭରି ଅଳଙ୍କାର ଲୁଟ୍‌ କରିଛନ୍ତି ଦୁର୍ବୃତ୍ତ ।ଖଲ୍ଲିକୋଟ ଥାନା ମଥୁରା ଗାଁରେ ଘରେ କେହି ନଥିବାର ସୁଯୋଗ ନେଇ ଦୁର୍ବୃତ୍ତମାନେ ଏହି ଲୁଟ୍‌ କରିଛନ୍ତି । ଘରର କବାଟ ତାଡି ଭିତରେ ପଶି ୬ ଭରି ରୁପା ଓ ୧୨ … Continue reading କଳାକନା ବୁଲାଇଲେ ଦୁର୍ବୃତ୍ତ; ଲୁଟି ନେଲେ ୧୮ ଭରି ସୁନାରୁପା ଅଳଙ୍କାର