ରମ୍ଭା କଲେଜ ରୋଡ଼-ବିରୁଳିଗଡ଼ ଗଳାଶଙ୍ଖ ରାସ୍ତା ପାଲଟିଛି ମରଣଯନ୍ତା
ଗଞ୍ଜାମ : ରମ୍ଭା କଲେଜ ଛକରୁ ଓ ବିରୁଳିଗଡ଼ ସଂଯୋଗ ଗଳା ଶଙ୍ଖ ରାସ୍ତା ମରଣଯନ୍ତା ପାଲଟିଛି। ଏଥିପ୍ରତି ବିଭାଗୀୟ କର୍ତ୍ତୃପକ୍ଷ ପକ୍ଷଙ୍କ ଦୃଷ୍ଟି ନାହିଁ। ସେହି ରାସ୍ତାରେ ବିରାଟ ଗର୍ତ୍ତ ଗୁଡ଼ିକ ରହିବା ଫଳରେ ବର୍ଷା ହେବା ମାତ୍ରେ ବର୍ଷା ପାଣି ଜମି ରହୁଛି। ଏପରିକି ସେଠାରେ କୃତିମ ପୋଖରୀ ସୃଷ୍ଟି ହେଉଛି। ପାଣି ଜମିବା ଫଳରେ ରାସ୍ତାରେ ଯାତାୟାତ କରୁଥିବା ଲୋକମାନେ ଅନେକ ସମୟରେ ଦୁର୍ଘଟଣାର ଶିକାର ହେଉଛନ୍ତି। ଯାହାଫଳରେ ପ୍ରତିଦିନ ଦୁଇରୁ ତିନୋଟି … Continue reading ରମ୍ଭା କଲେଜ ରୋଡ଼-ବିରୁଳିଗଡ଼ ଗଳାଶଙ୍ଖ ରାସ୍ତା ପାଲଟିଛି ମରଣଯନ୍ତା
Copy and paste this URL into your WordPress site to embed
Copy and paste this code into your site to embed