୧.୫୧ କୋଟି ଟଙ୍କାରେ ସଜାଯାଇଛି ପ୍ରଭୁ ଗଣେଶଙ୍କ ଏହି ମୂର୍ତ୍ତି
ନୂଆଦିଲ୍ଲୀ : ଅଗଷ୍ଟ ୨୭ରେ ଗଣେଶ ପୂଜା ପାଳନ କରାଯାଇଛି । ଗଣେଶ ମହୋତ୍ସବ ଅର୍ଥାତ୍ ଗଣେଶ ଚତୁର୍ଥୀର ଆରମ୍ଭ ହୋଇସାରିଥିବା ବେଳେ ୬ ସେପ୍ଟେମ୍ବରରେ ଏହାର ସମାପନ ହେବ । ସମଗ୍ର ଦେଶରେ ଗଣେଶ ଚତୁର୍ଥୀ ପର୍ବ ବେଶ ଧୂମଧାମରେ ପାଳନ କରାଯାଏ । ଏହା ମଧ୍ୟରେ ଉଦୟପୁର ଉଦୟପୁର ଚା ରାଜା (ଭଗବାନ ଗଣେଶ)ଙ୍କୁ ଟଙ୍କାରେ ସଜା ଯାଇଛି । ଏହା ସଭିଁଙ୍କ ଧ୍ୟାନକୁ ବେଶ ଆକର୍ଷିତ କରୁଛି । ରାଜସ୍ଥାନର ଲେକସିଟି ଉଦୟପୁରରେ … Continue reading ୧.୫୧ କୋଟି ଟଙ୍କାରେ ସଜାଯାଇଛି ପ୍ରଭୁ ଗଣେଶଙ୍କ ଏହି ମୂର୍ତ୍ତି
Copy and paste this URL into your WordPress site to embed
Copy and paste this code into your site to embed