ପହଣ୍ଡି ଅଘଟଣ: ଉଦବେଗ ପ୍ରକାଶ କଲେ ଗଜପତି

ସମାଜ ଡିଜିଟାଲ ଡେସ୍କ: ପହଣ୍ଡି ସମୟରେ ଶ୍ରୀବଳଭଦ୍ର ପଡ଼ିଯିବା ଘଟଣାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ଗଜପତି ମହାରାଜା ଦିବ୍ୟସିଂହ​‌ ଦେବ। ବୁଧବାର ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଶେ​‌ଷ ହେବା ପରେ ଗଜପତି ମହାରାଜା ନିଜର ପ୍ରତିକ୍ରିୟା ଦେଇ କହିଛନ୍ତି, ପହଣ୍ଡି ବେଳେ ବଡ଼ ଠାକୁର ମୁହଁମାଡ଼ି ପଡ଼ିଯିବା ଘଟଣା ତାଙ୍କୁ ମର୍ମାହତ କରିଛି। ଏଭଳି ଦୃଶ୍ୟ କେବେ ଦେଖି ନ ଥିଲୁ। ଆଗକୁ କିଭଳି ସୁରୁଖୁରୁରେ ହେବ ସେ ଉପରେ ଗୁରୁତ୍ଵ ଦିଆଯିବ। ପହଣ୍ଡି … Continue reading ପହଣ୍ଡି ଅଘଟଣ: ଉଦବେଗ ପ୍ରକାଶ କଲେ ଗଜପତି