୭୭ତମ କାନ୍ସ ଚଳଚ୍ଚିତ୍ର ମହୋତ୍ସବରେ ଏଫଟିଆଇଆଇ ଛାତ୍ରଙ୍କ ସଫଳତା, ମିଳିଲା ‘ଲା ସିନେଫ୍’ ପୁରସ୍କାର

ଡେସ୍କ: ୭୭ତମ କାନ୍ସ ଚଳଚ୍ଚିତ୍ର ମହୋତ୍ସବରେ ଏଫଟିଆଇଆଇ ଛାତ୍ର ଚିଦାନନ୍ଦ ନାୟକ ଓ ତାଙ୍କ ଦଳକୁ ସଫଳତା ମିଳିଛି। ସେମାନଙ୍କ ଦ୍ୱାରା ପ୍ରସ୍ତୁତ ଚଳଚ୍ଚିତ୍ର ‘ସନ୍ ଫ୍ଲାୱାର୍ସ ଓୟାର ଦ ଫାଷ୍ଟ ୱାନ୍ସ ଟୁ ନୋ’ ଚଳଚ୍ଚିତ୍ରକୁ ମିଳିଛି ସମ୍ମାନଜନକ ‘ଲା ସିନେଫ୍’ ପୁରସ୍କାର। ଚିଦାନନ୍ଦ ନାୟକ ଭାରତୀୟ ଚଳଚ୍ଚିତ୍ର ଓ ଟେଲିଭିଜନ ପ୍ରତିଷ୍ଠାନ (ଏଫଟିଆଇଆଇ)ର ଜଣେ ଛାତ୍ର। ସେ ଫ୍ରାନ୍ସର କାନ୍ସଠାରେ ଆୟୋଜିତ ୭୭ତମ ଚଳଚ୍ଚିତ୍ର ମହୋତ୍ସବରେ ଏହି ପୁରସ୍କାର ଗ୍ରହଣ କରିଛନ୍ତି। ଏହି ଚଳଚ୍ଚିତ୍ରକୁ … Continue reading ୭୭ତମ କାନ୍ସ ଚଳଚ୍ଚିତ୍ର ମହୋତ୍ସବରେ ଏଫଟିଆଇଆଇ ଛାତ୍ରଙ୍କ ସଫଳତା, ମିଳିଲା ‘ଲା ସିନେଫ୍’ ପୁରସ୍କାର