ମହିଳାଙ୍କ ଭିନ୍ନ ଉପାୟ, କୋଳିରୁ ଜୁସ୍ ପ୍ରସ୍ତୁତ କରି କରୁଛନ୍ତି ଭଲ ଆୟ

ନୂଆଦିଲ୍ଲୀ : ଖରାଦିନେ ବୁନ୍ଦେଲଖଣ୍ଡରେ ସମସ୍ତେ ବରକୋଳି ଖାଇବାକୁ ପସନ୍ଦ କରନ୍ତି । ଏଠାରେ ଲୋକମାନେ ଏହାକୁ ଶୁଖାଇ ଶୀତ ଦିନ ପାଇଁ ମଧ୍ୟ ରଖନ୍ତି । କିନ୍ତୁ ଏକ ଛୋଟ ଗାଁର ଜଣେ ମହିଳା ରାଣୀ ରାଣା ବରକୋଳିରେ ଏକ ଭିନ୍ନ ଜୁସ୍ ପ୍ରସ୍ତୁତ କରିଛନ୍ତି । ଏହାକୁ ଭୋପାଳରୁ ଝାନସୀ ପର୍ଯ୍ୟନ୍ତ ବିକ୍ରି ମଧ୍ୟ କରାଯାଉଛି । ରାଣୀ ରାଣା ବୁନ୍ଦେଲଖଣ୍ଡର ଟିକମଗଡର ମାଡୁମର ଗାଁରେ ରୁହନ୍ତି । ସେ ବରକୋଳିର ଜୁସ୍ ପ୍ରସ୍ତୁତ … Continue reading ମହିଳାଙ୍କ ଭିନ୍ନ ଉପାୟ, କୋଳିରୁ ଜୁସ୍ ପ୍ରସ୍ତୁତ କରି କରୁଛନ୍ତି ଭଲ ଆୟ