ମଡେଲ ପତ୍ନୀଙ୍କୁ ଆରିପାତରେ କାଟିଲା, ପ୍ରମାଣ ନଷ୍ଟ ପାଇଁ ମୃତଦେହକୁ କରିଥିଲା ଗ୍ରାଇଣ୍ଡିଂ

ସମାଜ ଡିଜିଟାଲ ଡେସ୍କ: ପ୍ରାକୃତିକ ସୌନ୍ଦର୍ଯ୍ୟ, ଶାନ୍ତ ବାତାବରଣ ଏବଂ ଶାନ୍ତିପ୍ରିୟ ଦେଶ ଭାବେ ଜଣାଶୁଣା ସୁଇଜରଲାଣ୍ଡରୁ ଆସିଛି ଚାଞ୍ଚଲ୍ୟକର ଓ ହୃଦୟ ବିଦାରକ ଖବର। ଏଠାରେ ପୂର୍ବତନ ମିସ୍‌‌ ସୁଇଜରଲାଣ୍ଡ ଫାଇନାଲିଷ୍ଟଙ୍କ ସହ ଘଟିଛି ଭୟଙ୍କର ଓ ଲୋମହର୍ଷଣକାରୀ ଘଟଣା। ମିସ୍‌‌ ସୁଇଜରଲାଣ୍ଡ ଫାଇନାଲିଷ୍ଟଙ୍କୁ ଅତ୍ୟନ୍ତ ଭୟଙ୍କର ଭାବେ ହତ୍ୟା କରିଛନ୍ତି ଖୋଦ ତାଙ୍କ ସ୍ୱାମୀ। ଏହି ଖବର କେବଳ ସୁଇଜରଲାଣ୍ଡରେ ନୁହେଁ ସମଗ୍ର ବିଶ୍ୱରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ସୂଚନା ଅନୁସାରେ କ୍ରିଷ୍ଟିନା ଜୋକିସ୍ମୋଭିଚ୍‌‌ଙ୍କ … Continue reading ମଡେଲ ପତ୍ନୀଙ୍କୁ ଆରିପାତରେ କାଟିଲା, ପ୍ରମାଣ ନଷ୍ଟ ପାଇଁ ମୃତଦେହକୁ କରିଥିଲା ଗ୍ରାଇଣ୍ଡିଂ