​ଗୋଟିଏ ଦେଶ, ଗୋଟିଏ ନିର୍ବାଚନ – ସମର୍ଥନରେ ୪ ପୂର୍ବତନ ପ୍ରଧାନ ବିଚାରପତି, ଆପତ୍ତି ଉଠାଇଲେ ହାଇକୋର୍ଟର ୩ ପୂର୍ବତନ ମୁଖ୍ୟ ବିଚାରପତି

ଡେସ୍କ: ଗୋଟିଏ ଦେଶ, ଗୋଟିଏ ନିର୍ବାଚନ ପ୍ରସ୍ତାବ ଉପରେ ଭାରତର ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ଗଠିତ ଉଚ୍ଚସ୍ତରୀୟ କମିଟି ଦ୍ୱାରା ପରାମର୍ଶ ଗ୍ରହଣ କରାଯାଇଥିବା ୪ ଜଣ ପୂର୍ବତନ ପ୍ରଧାନ ବିଚାରପତି ଏହାର କାର୍ଯ୍ୟକାରିତାକୁ ସମର୍ଥନ ଜଣାଇଛନ୍ତି। ପୂର୍ବତନ ପ୍ରଧାନ ବିଚାରପତି ଜଷ୍ଟିସ ଦୀପକ ମିଶ୍ର, ଜଷ୍ଟିସ ରଞ୍ଜନ ଗୋଗୋଇ, ଜଷ୍ଟିସ ଶରଦ ଅରବିନ୍ଦ ବୋବଡେ ଏବଂ ଜଷ୍ଟିସ ୟୁୟୁ ଲଳିତ ବ୍ୟକ୍ତିଗତ ପରାମର୍ଶରେ ଅଂଶଗ୍ରହଣ କରି ଲିଖିତ ଜବାବ ଦେଇ ଏହି ପ୍ରସ୍ତାବଲକୁ … Continue reading ​ଗୋଟିଏ ଦେଶ, ଗୋଟିଏ ନିର୍ବାଚନ – ସମର୍ଥନରେ ୪ ପୂର୍ବତନ ପ୍ରଧାନ ବିଚାରପତି, ଆପତ୍ତି ଉଠାଇଲେ ହାଇକୋର୍ଟର ୩ ପୂର୍ବତନ ମୁଖ୍ୟ ବିଚାରପତି