ବର୍ଷା ଋତୁରେ ଏହିସବୁ ଖାଦ୍ୟ ପ୍ରତି ସାବଧାନ: ହୋଇପାରେ ସଂକ୍ରମଣ

ସମାଜ ଡିଜିଟାଲ ଡେସ୍କ: ବର୍ଷା ଋତୁ ଆରମ୍ଭ ହୋଇଥିବାରୁ ବିଭିନ୍ନ ରାଜ୍ୟରେ ଲଗାଣ ବର୍ଷା ଲାଗି ରହିଛି । ସାଧାରଣତଃ ବର୍ଷା ଋତୁରେ ଅନେକ ପ୍ରକାର ରୋଗ ବ୍ୟାପିଥାଏ । ତେବେ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ବର୍ଷା ଋତୁରେ ସୁସ୍ଥ ରହିବା ପାଇଁ ଖାଦ୍ୟ ପାନୀୟ ପ୍ରତି ବିଶେଷ ଧ୍ୟାନ ଦେବା ଉଚିତ । କାରଣ ଖାଦ୍ୟ ଓ ପାନୀୟ ଆମ ସ୍ୱାସ୍ଥ୍ୟ ଉପରେ ସିଧାସଳଖ ପ୍ରଭାବ ପକାଇଥାଏ । ଏହି ଋତୁରେ ତାପମାତ୍ରାରେ କ୍ରମାଗତ ପରିବର୍ତ୍ତନ … Continue reading ବର୍ଷା ଋତୁରେ ଏହିସବୁ ଖାଦ୍ୟ ପ୍ରତି ସାବଧାନ: ହୋଇପାରେ ସଂକ୍ରମଣ