ସମ୍ବଲପୁରରେ ଫାଇଭ୍-ଟି ଅଧ୍ୟକ୍ଷ : ମା’ ସମଲେଇଙ୍କ ଦର୍ଶନ ପରେ ମହାନଦୀ ମାରାଥନର କଲେ ଶୁଭାରମ୍ଭ

ସମ୍ବଲପୁର: ସମ୍ବଲପୁର ଗସ୍ତରେ ଫାଇଭ୍-ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ୍। ରବିବାର ଭୋରରୁ ମା ସମଲେଇଙ୍କ ମନ୍ଦିର ଯାଇ ମା ସମଲେଇଙ୍କ ଦର୍ଶନ କରି ଆର୍ଶିବାଦ ନେଇଛନ୍ତି। ଏହାପରେ ମନ୍ଦିର ପରିସର ବୁଲି ଦେଖିବା ସହ ମନ୍ଦିରର ଉନ୍ନତିକରଣ ନେଇ ଟ୍ରଷ୍ଟ ବୋର୍ଡ ଏବଂ ସେବାୟତଙ୍କ ସହ ଆଲୋଚନା କରିଥିଲେ। ସମଲେଇଙ୍କୁ ଦର୍ଶନ କରିବା ପରେ ସେ  ପତାକା ଦେଖାଇ ମହାନଦୀ ହାଫ୍ ମାରାଥନର ଶୁଭାରମ୍ଭ କରିଥିଲେ । ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଭୀମସାର ସୁପରିଟେଣ୍ଡେଟ ଓ ଅନ୍ୟ … Continue reading ସମ୍ବଲପୁରରେ ଫାଇଭ୍-ଟି ଅଧ୍ୟକ୍ଷ : ମା’ ସମଲେଇଙ୍କ ଦର୍ଶନ ପରେ ମହାନଦୀ ମାରାଥନର କଲେ ଶୁଭାରମ୍ଭ