ଖାଦ୍ୟରୁ ବାରମ୍ବାର କେଶ ବାହାରିବା ଦିଏ ଏହି ସଙ୍କେତ ; ଏମିତି ପାଆନ୍ତୁ ମୁକ୍ତି

ବାସ୍ତୁ ଶାସ୍ତ୍ରରେ ବିଭିନ୍ନ ନିୟମ ବର୍ଣ୍ଣନା କରାଯାଇଛି । ଖାଦ୍ୟକୁ ନେଇ ମଧ୍ୟ କିଛି ନିୟମ ରହିଛି । କେତେକ ସମୟରେ ଖାଦ୍ୟରୁ କେଶ ବାହାରୁ ଥିବା ଦେଖାଯାଏ । କୋଚିତ୍‌ ଏଭଳି ହେବା ସାଧାରଣ କଥା । ମାତ୍ର ଖାଦ୍ୟରୁ ବାରମ୍ବାର କେଶ ବାହାରିବା ଏହା ଶୁଭ ସଙ୍କେତ ନୁହେଁ । ଏଭଳି ହେଲେ ସାବଧାନ ହେବା ଉଚିତ୍‌ । ଖାଦ୍ୟରେ କେଶ ବାହାରିବା ଜାତକରେ ରାହୁଙ୍କ ସ୍ଥିତି ସହ ଅନ୍ୟାନ୍ୟ କିଛି ସଙ୍କେତ ମଧ୍ୟ … Continue reading ଖାଦ୍ୟରୁ ବାରମ୍ବାର କେଶ ବାହାରିବା ଦିଏ ଏହି ସଙ୍କେତ ; ଏମିତି ପାଆନ୍ତୁ ମୁକ୍ତି