ଆଜି ଭାରତ-ଅଷ୍ଟ୍ରେଲିଆ ଫାଇନାଲ

ବିନୋନି: ଗତ ନଭେମ୍ବର ୧୯ରେ ଅହମ୍ମଦାବାଦ୍‌ରେ ରୋହିତ ଶର୍ମାଙ୍କ ନେତୃତ୍ବାଧିନ ଭାରତୀୟ ଦଳକୁ ପରାସ୍ତକରି ଅଷ୍ଟ୍ରେଲିଆ ୬ଷ୍ଠ ଥର ଆଇସିସି ଦିନିକିଆ କ୍ରିକେଟ ବିଶ୍ବକପ ଜିତିଥିଲା। ଏବେ ବି ଭାରତୀୟ କ୍ରିକେଟପ୍ରେମୀଙ୍କ ମନରୁ ଉକ୍ତ ପରାଜୟର ଗ୍ଲାନି ଲାଘବ ହୋଇନାହିଁ। ସିନିୟର କ୍ରିକେଟ ଦଳର ଉକ୍ତ ପରାଜୟର ପ୍ରତିଶୋଧ ନେବା ନେଇ ଏବେ ଉଦୟ ସାହାରନଙ୍କ ନେତୃତ୍ବାଧିନ ଭାରତୀୟ ଜୁନିୟର କ୍ରିକେଟ ଦଳ ନିକଟରେ ବଡ଼ ସୁଯୋଗ ରହିଛି। ଦକ୍ଷିଣ ଆଫ୍ରିକାରେ ଚାଲିଥିବା ଆଇସିସି ୧୯ ବର୍ଷରୁ … Continue reading ଆଜି ଭାରତ-ଅଷ୍ଟ୍ରେଲିଆ ଫାଇନାଲ