ଭାରତୀୟ ଚଳଚ୍ଚିତ୍ର ନିର୍ମାତା ପାୟଲ କାପାଡିଆ କାନ୍ସରେ ଜିତିଲେ ଗ୍ରାଣ୍ଡପ୍ରି ପୁରସ୍କାର

ଡେସ୍କ: ଫିଲ୍ମ ନିର୍ମାତା ପାୟଲ କାପାଡିଆ ଆଜି ପ୍ରଥମ ଭାରତୀୟ ଚଳଚ୍ଚିତ୍ର ନିର୍ମାତା ଭାବେ ତାଙ୍କ ଚଳଚ୍ଚିତ୍ର ‘ଅଲ୍ ୱି ଇମାଜିନ୍ ଆଜ୍ ଲାଇଟ୍’ ପାଇଁ କାନ୍ ଫିଲ୍ମ ଫେଷ୍ଟିଭାଲରେ ଗ୍ରାଣ୍ଡପ୍ରି ପୁରସ୍କାର ଜିତି ଇତିହାସ ସୃଷ୍ଟି କରିଛନ୍ତି। ‘ଅନୋରା’ ପାଇଁ ଆମେରିକୀୟ ନିର୍ଦ୍ଦେଶକ ସିନ୍ ବେକରଙ୍କୁ ମିଳିଥିବା ପାଲମେ ଡି’ଓର ପରେ ଏହି ଚଳଚ୍ଚିତ୍ରକୁ ଉତ୍ସବର ଦ୍ବିତୀୟ ସମ୍ମାନଜନକ ପୁରସ୍କାର ମିଳିଥିଲା। ଗୁରୁବାର ରାତିରେ ପ୍ରଦର୍ଶିତ ହୋଇଥିବା କାପାଡିଆଙ୍କ ଏହି ଚଳଚ୍ଚିତ୍ର ୩୦ ବର୍ଷ ମଧ୍ୟରେ … Continue reading ଭାରତୀୟ ଚଳଚ୍ଚିତ୍ର ନିର୍ମାତା ପାୟଲ କାପାଡିଆ କାନ୍ସରେ ଜିତିଲେ ଗ୍ରାଣ୍ଡପ୍ରି ପୁରସ୍କାର