ଅଜଗର ଓ କୁମ୍ଭୀରର ଭୟଙ୍କର ଲଢେଇ, ମାତ୍ର ୪୦ ସେକେଣ୍ଡରେ ଦରମରା: ଭିଡିଓ ଭାଇରାଲ୍

ସମାଜ ଡିଜିଟାଲ ଡେସ୍କ: କୁମ୍ଭୀର ଏକ ଭୟଙ୍କର ଶିକାରୀ। ତା’ ପାଟି ଜାବରେ ଏତେ ଶକ୍ତି ଥାଏ ଯେ, ସେ କଇଁଛ ଖୋଳପାକୁ ମଧ୍ୟ ଚୁରମାର୍‌ କରିପାରେ। ସାମାଜିକ ଗଣମାଧ୍ୟମରେ ଏକ ଲୋମହର୍ଷଣକାରୀ ଭିଡିଓ ଭାଇରାଲ ହୋଇଛି, ଯେଉଁଥିରେ ଏକ ଅଜଗର ଗୋଟିଏ କୁମ୍ଭୀର ସହ ପଙ୍ଗା ନେଉଥିବା ଦେଖିବାକୁ ମିଳିଛି। କିନ୍ତୁ କୁମ୍ଭୀର ତାକୁ ଏତେ ନିର୍ଦ୍ଦୟ ଭାବେ ମାରୁଛି ଯେ, ଯାହା ଦେଖି ଲୋକଙ୍କ ଲୋମ ଶିହରି ଉଠୁଛି। ସେ ଅଜଗରକୁ କେବଳ ପାଟି … Continue reading ଅଜଗର ଓ କୁମ୍ଭୀରର ଭୟଙ୍କର ଲଢେଇ, ମାତ୍ର ୪୦ ସେକେଣ୍ଡରେ ଦରମରା: ଭିଡିଓ ଭାଇରାଲ୍