ସମାଜ ଡିଜିଟାଲ ଡେସ୍କ: ପ୍ୟାରିସ ଅଲିମ୍ପିକ୍ସରେ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ନିଜର ଅତ୍ୟଧିକ ସୁନ୍ଦରତା ପାଇଁ ଜଣେ ମହିଳା ସନ୍ତରଣକାରୀ ଚଳିତ ଅଲିମ୍ପିକ୍ସ କ୍ରୀଡ଼ା ଗ୍ରାମରୁ ବାଦ୍ ପଡ଼ିଛନ୍ତି। ଏଭଳି ଏକ ଘଟଣା ଏବେ ସାରା ବିଶ୍ଵରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ଏହି ମହିଳା ସନ୍ତରଣକାରୀ ହେଉଛନ୍ତି ପାରାଗୁଏର ଲୁଆନା ଆଲୋନ୍ସୋ। ସେ ଚଳିତଥର ଅଲିମ୍ପିକ୍ସ ସନ୍ତରଣ ପ୍ରତିଯୋଗିତାରେ ଭାଗ ନେଇଥିଲେ। ଏଥିପାଇଁ ସେ ନିଜ ଦେଶର ଖେଳାଳିମାନଙ୍କ ସହିତ ପ୍ୟାରିସରେ ପହଞ୍ଚିଥିଲେ। ପ୍ରତ୍ୟେକ … Continue reading ଅତ୍ୟଧିକ ସୁନ୍ଦରତା ପାଇଁ ମହିଳା ସନ୍ତରଣକାରୀଙ୍କୁ ଅଲିମ୍ପିକ୍ସରୁ ଫେରାଇଦେଲେ, କ୍ରୀଡ଼ାବିତ୍ଙ୍କ ଧ୍ୟାନ ଭଙ୍ଗ କରୁଥିଲା ସୌନ୍ଦର୍ଯ୍ୟ
Copy and paste this URL into your WordPress site to embed
Copy and paste this code into your site to embed