ଦେଖନ୍ତୁ ଭିଡିଓ ; ଦେବଦୂତ ସାଜିଲେ ମହିଳା କନେଷ୍ଟବଳ, ଚଳନ୍ତା ଟ୍ରେନ୍ରୁ ଏମିତି ବଞ୍ଚାଇଲେ ବୃଦ୍ଧଙ୍କ ଜୀବନ..
ନୂଆଦିଲ୍ଲୀ : ରେଲୱେ ସୁରକ୍ଷା ବଳ (ଆରପିଏଫ)ର ଜଣେ କନେଷ୍ଟବଳ ପଲ୍ଲବୀ ବିଶ୍ୱାସଙ୍କୁ ୨୦୨୪ର ‘ଜୀବନ ରକ୍ଷାପଦକ’ ପୁରସ୍କାର ଦିଆଯାଇଛି । ତାଙ୍କର ଅବିଶ୍ୱସନୀୟ ସାହସିକତା ପାଇଁ ତାଙ୍କୁ ଏହି ପୁରସ୍କାର ମିଳିଛି । ତାଙ୍କ ସାହସିକତାର ଭିଡିଓ ଏବେ ସଭିଁଙ୍କୁ ଆକର୍ଷିତ କରିଛି । ତାଙ୍କ ନିକଟକୁ ପ୍ରଶଂସାର ସୁଅ ଛୁଟୁଛି । ପଲ୍ଲବୀ ଜଣେ ୬୫ ବର୍ଷୀୟ ବୃଦ୍ଧ ଯାତ୍ରୀଙ୍କୁ ଚଳନ୍ତା ଟ୍ରେନ୍ ଓ ପ୍ଲାର୍ଟଫର୍ମ ମଧ୍ୟରେ ଥିବା ଫାଙ୍କା ସ୍ଥାନରେ ଖସି ପଡିବା … Continue reading ଦେଖନ୍ତୁ ଭିଡିଓ ; ଦେବଦୂତ ସାଜିଲେ ମହିଳା କନେଷ୍ଟବଳ, ଚଳନ୍ତା ଟ୍ରେନ୍ରୁ ଏମିତି ବଞ୍ଚାଇଲେ ବୃଦ୍ଧଙ୍କ ଜୀବନ..
Copy and paste this URL into your WordPress site to embed
Copy and paste this code into your site to embed