ଦେଖନ୍ତୁ ଭିଡିଓ ; ନିଜ ୩ ବର୍ଷ ଶିଶୁର ଜୀବନ ରକ୍ଷା ପାଇଁ ୮ ମହଲା ଝରକାରେ ଲଟକି ରହିଲେ ବାପା, ତା’ପରେ..

ନୂଆଦିଲ୍ଲୀ : ସୋସିଆଲ ମିଡିଆରେ ଭାଇରା୍‌ଲ ହେଉଥିବା ଅନେକ ଭିଡିଓ ଆଶ୍ଚର୍ଯ୍ୟଚକିତ କରିବା ସହ ଭୟଭୀତ ମଧ୍ୟ କରିଥାଏ । ଏହାସହ କିଛି ଭିଡିଓରେ ବ୍ୟକ୍ତି ବିଶେଷଙ୍କ ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଥାଏ, ଯାହା ସହଜରେ ବିଶ୍ୱାସ କରି ହୋଇନଥାଏ । କୁହାଯାଏ, ଜଣେ ବାପା ନିଜ ଶିଶୁ ପାଇଁ ଯେକୌଣସି ବିପଦର ମଧ୍ୟ ସାମ୍ନା କରିଥାଏ । ଛୁଆଙ୍କ ଜୀବନ ବିପଦରେ ପଡିଥିବା ଦେଖି ସେମାନଙ୍କୁ ରକ୍ଷା କରିବା ପାଇଁ ନିଜ ଜୀବନକୁ ବିପଦରେ … Continue reading ଦେଖନ୍ତୁ ଭିଡିଓ ; ନିଜ ୩ ବର୍ଷ ଶିଶୁର ଜୀବନ ରକ୍ଷା ପାଇଁ ୮ ମହଲା ଝରକାରେ ଲଟକି ରହିଲେ ବାପା, ତା’ପରେ..