ବାପା ଚାଷୀ, ମା’ ଗୃହିଣୀ – କନଷ୍ଟେବଳ ପୁଅ ହେଲେ ଉପଜିଲ୍ଲାପାଳ

ଡେସ୍କ: ଆପଣ ସମସ୍ତେ ନିଶ୍ଚୟ ଏହା ଶୁଣିଥିବେଯେ ଯେଉଁମାନେ ଚେଷ୍ଟା କରନ୍ତି ସେମାନେ କେବେ ହାରି ଯାଆନ୍ତି ନାହିଁ। ଏମିତି କି କରି ଦେଖାଇଛନ୍ତି ଉତ୍ତରପ୍ରଦେଶ ହରଦୋଇ ପୁଲିସରେ କନଷ୍ଟେବଳ ଚାକିରୀ କରିଥିବା ଦୀପକ ସିଂ। ସେ କେନ୍ଦ୍ରୀୟ ଲୋକସେବା ଆୟୋଗ – ୟୁପିଏସସିର ପିସିଏସ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ୨୦ତମ ମାନ୍ୟତା ପାଇଛନ୍ତି। ଶସ୍ତାହେଲା ଥରେ ଚାର୍ଜ କଲେ ୧୫୦ କିମି ଦୌଡ଼ୁଥିବା ଏହି ଇଲେକ୍ଟ୍ରିକ୍‌ ବାଇକ୍‌ ବରବାଙ୍କି ଜିଲ୍ଲାର ବାସିନ୍ଦା କନଷ୍ଟେବଳ ଦୀପକ ସିଂ … Continue reading ବାପା ଚାଷୀ, ମା’ ଗୃହିଣୀ – କନଷ୍ଟେବଳ ପୁଅ ହେଲେ ଉପଜିଲ୍ଲାପାଳ