ବ୍ୟାନ୍ ହେବ ନକଲି ଋଣ ଆପ୍, ଆସୁଛି ଆରବିଆଇର ଡିଆଇଜିଆଇଟିଏ

ଡେସ୍କ: ଦେଶରେ ବେଆଇନ ଋଣ ଆପ୍ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଏହା ସହ ସାଇବର ଠକେଇ ମାମଲା ମଧ୍ୟ ବଢିବାରେ ଲାଗିଛି। ବଢୁଥିବା ସାଇବର ଠକେଇକୁ ରୋକିବା ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ପ୍ରସ୍ତୁତ ହୋଇଛି । ନୂଆଦିଲ୍ଲୀ: ଅନଲାଇନ୍ ଠକେଇରୋକିବା ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ ଡିଜିଟାଲ୍ ଇଣ୍ଡିଆ ଟ୍ରଷ୍ଟ ଏଜେନ୍ସି ଅର୍ଥାତ୍ ଡିଆଇଜିଆଇଟିଏ ଗଠନ କରିବାକୁ ଗମ୍ଭୀରତାର ସହ ବିଚାର କରୁଛି। ପ୍ରସ୍ତାବିତ ଡିଜିଟାଲ ଇଣ୍ଡିଆ ଟ୍ରଷ୍ଟ ଏଜେନ୍ସି ଡିଜିଟାଲ ଋଣ … Continue reading ବ୍ୟାନ୍ ହେବ ନକଲି ଋଣ ଆପ୍, ଆସୁଛି ଆରବିଆଇର ଡିଆଇଜିଆଇଟିଏ