ହଥରସ୍‌ ଦଳାଚକଟା ନେଇ ପ୍ରତ୍ୟକ୍ଷଦର୍ଶୀଙ୍କ ମନ୍ତବ୍ୟ- କିଛି ସନ୍ଦିଗ୍ଧ ବ୍ୟକ୍ତି ମହିଳାଙ୍କୁ ଠେଲିବାରେ ଲାଗିଥିଲେ, ତା’ପରେ…

ସମାଜ ଡିଜିଟାଲ ଡେସ୍କ: ଉତ୍ତରପ୍ରଦେଶର ହଥରସରେ ସତସଙ୍ଗ ଅବସରରେ ସୃଷ୍ଟି ହୋଇଥିବା ଦଳାଚକଟା ଯୋଗୁ ୧୨୧ ଜଣଙ୍କ ପ୍ରାଣହାନୀ ଘଟିଛି। ଘଟଣା ପଛରେ ଷଡ଼ଯନ୍ତ୍ର ରହିଛି କି ନାହିଁ ତାହା ଜାଣିବା ଲାଗି ରାଜ୍ୟ ସରକାର ବିଚାର ବିଭାଗୀୟ ତଦନ୍ତ ନିର୍ଦେଶ ଦେଇଛନ୍ତି। ଇତିମଧ୍ୟରେ ଜଣେ ପ୍ରତ୍ୟକ୍ଷଦର୍ଶୀଙ୍କ ମନ୍ତବ୍ୟକୁ ନେଇ ନୂଆ ତଥ୍ୟ ସାମ୍ନାକୁ ଆସିଛି। ଏହି ପ୍ରତ୍ୟକ୍ଷଦର୍ଶୀଙ୍କ ମନ୍ତବ୍ୟ ପରେ ଦଳାଚକଟା ଘଟଣା ପଛରେ ଷଡ଼ଯନ୍ତ୍ର ଥିଲା କି ବୋଲି ସାଧାରଣରେ ଉଠିଥିବା ପ୍ରଶ୍ନ ଏବେ … Continue reading ହଥରସ୍‌ ଦଳାଚକଟା ନେଇ ପ୍ରତ୍ୟକ୍ଷଦର୍ଶୀଙ୍କ ମନ୍ତବ୍ୟ- କିଛି ସନ୍ଦିଗ୍ଧ ବ୍ୟକ୍ତି ମହିଳାଙ୍କୁ ଠେଲିବାରେ ଲାଗିଥିଲେ, ତା’ପରେ…