ଏହି ରାସ୍ତାରେ ନାହିଁ ସ୍ପିଡ ସୀମା, ସର୍ବାଧିକ ଗତିରେ ଯାଆନ୍ତି ଗାଡି

ନୂଆଦିଲ୍ଲୀ : ଭାରତରେ ଏକ୍ସପ୍ରେସଓ୍ବେଜରେ ସର୍ବାଧିକ ସ୍ପିଡ୍ ୧୨୦ କିଲୋମିଟର ପ୍ରତି ଘଣ୍ଟା ନିର୍ଦ୍ଧାରିତ କରାଯାଇଛି । ଅନ୍ୟ ହାଇଓ୍ବେଜରେ ଏହି ସ୍ପିଡ୍ ୧୦୦ କିଲୋମିଟର ପ୍ରତି ଘଣ୍ଟା ପର୍ଯ୍ୟନ୍ତ ରହିଥାଏ । କିନ୍ତୁ ଆପଣ ଜାଣିଛନ୍ତି କି ଅନ୍ୟ ଦେଶର ରାସ୍ତାରେ ସର୍ବାଧିକ ସ୍ପିଡ୍ ଏହାଠୁ ବହୁତ ଅଧିକ । ବିଶ୍ବର ୨ଟି ହାଇଓ୍ବେ ଏମିତି ଅଛି ଯେଉଁଠି ସ୍ପିଡର କୌଣସି ସୀମା ନାହିଁ । ଆଜି ଆମେ ଆପଣଙ୍କୁ ଏମିତି ୫ ହାଇଓ୍ବେ ସମ୍ପର୍କରେ … Continue reading ଏହି ରାସ୍ତାରେ ନାହିଁ ସ୍ପିଡ ସୀମା, ସର୍ବାଧିକ ଗତିରେ ଯାଆନ୍ତି ଗାଡି