ଏହି ଇଭି ଷ୍ଟାର୍ଟଅପ ସଂଗ୍ରହ କଲା ୨୦୦ କୋଟି, ଧୋନୀ ମଧ୍ୟ କଲେ ନିବେଶ
ନୂଆଦିଲ୍ଲୀ : ଘରୋଇ ଇଲେକ୍ଟ୍ରିକ୍ ଗାଡି ନିର୍ମାତା କମ୍ପାନୀ ବ୍ଲୁସ୍ମାର୍ଟ (Blusmart) ପୁଞ୍ଜି ସଂଗ୍ରହ କରିବାରେ ଲାଗିପଡିଛି । କମ୍ପାନୀ ପ୍ରାୟ ୨୦୦ କୋଟି ଟଙ୍କାର ରାଶି ଏକାଠି କରିଛି । ଅନେକ ବଡ ବ୍ୟବସାୟୀ ଏବଂ ତାରକାମାନେ ଏହି କମ୍ପାନୀରେ ନିବେଶ ପାଇଁ ଆଗେଇ ଆସିଛନ୍ତି । ଏପରିକି ରିନ୍ୟୁ ପାଓ୍ବରର ଅଧ୍ୟକ୍ଷ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସୁମନ୍ତ ସିହ୍ନା ଏବଂ ଏମଏସ୍ ଧୋନୀ ମଧ୍ୟ ଏଥିରେ ନିବେଶ ପାଇଁ ଆଗ୍ରହ ଦେଖାଇଛନ୍ତି । … Continue reading ଏହି ଇଭି ଷ୍ଟାର୍ଟଅପ ସଂଗ୍ରହ କଲା ୨୦୦ କୋଟି, ଧୋନୀ ମଧ୍ୟ କଲେ ନିବେଶ
Copy and paste this URL into your WordPress site to embed
Copy and paste this code into your site to embed