୨୦୨୫ ସୁଦ୍ଧା ୩୮ ପ୍ରତିଶତ ଶସ୍ତା ହେବ ଇଲେକ୍ଟ୍ରିକ୍ ଗାଡି
ନୂଆଦିଲ୍ଲୀ : ଦେଶରେ ଇଲେକ୍ଟ୍ରିକ୍ କାରର ବଜାର ଆଗାମୀ ୨ ବର୍ଷରେ ସମ୍ପୂର୍ଣ୍ଣ ବଦଳିଯିବ କାରଣ ବ୍ୟାଟେରୀ ଏବଂ ଚିପ୍ ଦାମ୍ ଲଗାତର ଖସିବାରେ ଲାଗିଛି । ୨୦୨୧ରେ ଏକ କିଲୋଓ୍ବାଟ ପାଓ୍ବର ବ୍ୟାଟେରୀ ପ୍ରାୟ ୧୩୦ ଡଲାର(୧୦,୮୫୦) ଥିଲା ଯାହା ୨୦୨୩ରେ ୧୦୦ ଡଲାର(୮,୩୫୦ ଟଙ୍କା)କୁ ଖସିଆସିଛି । ଆକଳନ ଅନୁସାରେ ୨୦୨୫ ସୁଦ୍ଧା ଏହା ହ୍ରାସ ପାଇ ୬୬୫୦ ଟଙ୍କା ହୋଇଯିବ । ଥରେ ଚାର୍ଜ କଲେ ୮୦୦ କି.ମି. ଯିବ ଏହି ଇଲେକ୍ଟ୍ରିକ୍ … Continue reading ୨୦୨୫ ସୁଦ୍ଧା ୩୮ ପ୍ରତିଶତ ଶସ୍ତା ହେବ ଇଲେକ୍ଟ୍ରିକ୍ ଗାଡି
Copy and paste this URL into your WordPress site to embed
Copy and paste this code into your site to embed