୨୦୨୫ ସୁଦ୍ଧା ୩୮ ପ୍ରତିଶତ ଶସ୍ତା ହେବ ଇଲେକ୍ଟ୍ରିକ୍ ଗାଡି

ନୂଆଦିଲ୍ଲୀ : ଦେଶରେ ଇଲେକ୍ଟ୍ରିକ୍ କାରର ବଜାର ଆଗାମୀ ୨ ବର୍ଷରେ ସମ୍ପୂର୍ଣ୍ଣ ବଦଳିଯିବ କାରଣ ବ୍ୟାଟେରୀ ଏବଂ ଚିପ୍ ଦାମ୍ ଲଗାତର ଖସିବାରେ ଲାଗିଛି । ୨୦୨୧ରେ ଏକ କିଲୋଓ୍ବାଟ ପାଓ୍ବର ବ୍ୟାଟେରୀ ପ୍ରାୟ ୧୩୦ ଡଲାର(୧୦,୮୫୦) ଥିଲା ଯାହା ୨୦୨୩ରେ ୧୦୦ ଡଲାର(୮,୩୫୦ ଟଙ୍କା)କୁ ଖସିଆସିଛି । ଆକଳନ ଅନୁସାରେ ୨୦୨୫ ସୁଦ୍ଧା ଏହା ହ୍ରାସ ପାଇ ୬୬୫୦ ଟଙ୍କା ହୋଇଯିବ । ଥରେ ଚାର୍ଜ କଲେ ୮୦୦ କି.ମି. ଯିବ ଏହି ଇଲେକ୍ଟ୍ରିକ୍ … Continue reading ୨୦୨୫ ସୁଦ୍ଧା ୩୮ ପ୍ରତିଶତ ଶସ୍ତା ହେବ ଇଲେକ୍ଟ୍ରିକ୍ ଗାଡି