ଏଲନ ମସ୍କଙ୍କ ବଡ ଖୁଲାସା, ଅବସାଦରୁ ମୁକୁଳିବା ପାଇଁ ନେଉଥିଲେ ଔଷଧ

ନୂଆଦିଲ୍ଲୀ : ଟେସଲାର ପ୍ରତିଷ୍ଠାତା ଏଲନ ମସ୍କ ପ୍ରାୟତଃ ଚର୍ଚ୍ଚାରେ ରୁହନ୍ତି । କିଛି ଦିନ ପୂର୍ବରୁ ସେ ଅବସାଦକୁ ଦୂର କରିବା ପାଇଁ କେଟାମାଇନ୍ ଭଳି ଔଷଧ ବ୍ୟବହାର କରିବା ନେଇ ଚର୍ଚ୍ଚାରେ ଥିଲେ । ଅନେକ ରିପୋର୍ଟରେ କୁହାଯାଇଥିଲା କି ଟେସଲା ଏବଂ ସ୍ପେଶଏକ୍ସର ଅନେକ ବୋର୍ଡ ସଦସ୍ୟ ଏଲନ ମସ୍କଙ୍କ ଏହି ମେଡିସିନ୍ ନେବା ନେଇ ଚିନ୍ତାରେ ଥିଲେ । ସଦସ୍ୟଙ୍କ କହିବାନୁସାରେ ଏହି ମେଡିସିନ୍ ନେବା ଦ୍ବାରା ସ୍ବାସ୍ଥ୍ୟ ଏବଂ ବ୍ୟାପାର … Continue reading ଏଲନ ମସ୍କଙ୍କ ବଡ ଖୁଲାସା, ଅବସାଦରୁ ମୁକୁଳିବା ପାଇଁ ନେଉଥିଲେ ଔଷଧ