ଏକ୍ସରେ ମିଳିବ ଅନେକ ସୁବିଧା, ୟୁଟ୍ୟୁବକୁ ମିଳିପାରେ କଡା ଟକ୍କର

ନୂଆଦିଲ୍ଲୀ : ବିଶ୍ବର ସବୁଠାରୁ ଧନୀ ବ୍ୟକ୍ତି ଏଲନ ମସ୍କ ସାମାଜିକ ଗଣମାଧ୍ୟମ କ୍ଷେତ୍ର ଏକ୍ସରେ ସବୁକିଛି ଆଣିବା ପାଇଁ ପ୍ରସ୍ତୁତ ହେଉଛନ୍ତି । ଏକ୍ସର ମାଲିକ ଏଲନ ମସ୍କ ଏହି ଆପକୁ ଅଲ୍ ଇନ୍ ଓ୍ବାନ୍ ଆପ୍ ଭାବେ ପ୍ରସ୍ତୁତ କରିବା ପାଇଁ ଲାଗି ପଡିଛନ୍ତି । ସେ ନିଜେ ଏନେଇ ସୂଚନା ଦେଇଛନ୍ତି ।    ଏକ୍ସ ବିଜନେସ୍ ଏକ ପୋଷ୍ଟ ଜରିଆରେ ଜଣାଇଛି କି ଏକ୍ସ ପ୍ଲାଟଫର୍ମରେ ୧୦ ଲକ୍ଷରୁ ଅଧିକ ନିଯୁକ୍ତି … Continue reading ଏକ୍ସରେ ମିଳିବ ଅନେକ ସୁବିଧା, ୟୁଟ୍ୟୁବକୁ ମିଳିପାରେ କଡା ଟକ୍କର