ଦେଖନ୍ତୁ ଭିଡିଓ ; ହାତୀର ଦାଦାଗିରି, ଦୌଡିଲେ ସିଂହ

ନୂଆଦିଲ୍ଲୀ : ସିଂହକୁ ଜଙ୍ଗଲର ରାଜା କୁହାଯାଏ । ସେଭଳି ହାତୀ ଆକାରରେ ଖୁବ୍‌ ବଡ ହେବା ସହ ଜଙ୍ଗଲୀ ଜନ୍ତୁ ହାତୀକୁ ମଧ୍ୟ ଭୟ କରନ୍ତି । ନିକଟରେ ହାତୀ ଓ ସିଂହର ଭାଇରାଲ୍‌ ହେଉଥିବା ଏକ ଭିଡିଓ ଏବେ ଦ୍ରୁତ ଗତିରେ ଭାଇରାଲ୍‌ ହେବା ସହ ସଭିଁଙ୍କ ଧ୍ୟାନକୁ ଆକର୍ଷିତ କରୁଛି । ଅନେକ ସମୟରେ ଜଙ୍ଗଲରେ ବାଘ, ସିଂହ, ହାତୀ ଆଦି ସାମ୍ନସାମ୍ନି ହେଉଥିବା ଭିଡିଓ ଦେଖିବାକୁ ମିଳିଥାଏ । ଏକ୍ସରେ ଶେୟାର … Continue reading ଦେଖନ୍ତୁ ଭିଡିଓ ; ହାତୀର ଦାଦାଗିରି, ଦୌଡିଲେ ସିଂହ