ହାତୀ ପାଖରେ ଯୁବକ ଏମିତି କଲେ ; ତା’ପରେ ଘଟିଲା କିଛି ଏମିତି, ଦେଖନ୍ତୁ ଭିଡିଓ..

ନୂଆଦିଲ୍ଲୀ : ହାତୀ ଏକ ବୁଦ୍ଧିମାନ ଓ ଶକ୍ତିଶାଳୀ ପ୍ରାଣୀ ମଧ୍ୟରେ ଜଣା। ଅନେକ ସମୟରେ ହାତୀ ଓ ଅନ୍ୟ ଜୀବଜନ୍ତୁଙ୍କ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ। ପୁଣି ହିଁ ଏକ ଆଶ୍ଚର୍ଯ୍ୟଜନକ ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରାଲ ହେଉଛି। ଯେଉଁଥିରେ ହାତୀ ଏଭଳି ହିଁ କିଛି କରିଛି, ଯାହା ଦେଖିଲେ ଯେ କେହି ମଧ୍ୟ ଭୟଭୀତ ହୋଇଯିବ। ଭିଡିଓରେ ଦେଖାଯାଉଛି, ଜଣେ ବ୍ୟକ୍ତି ଏଭଳି କିଛି କାର୍ଯ୍ୟ କରୁଛନ୍ତି, ଯାହା ଫଳରେ ହାତୀଟି … Continue reading ହାତୀ ପାଖରେ ଯୁବକ ଏମିତି କଲେ ; ତା’ପରେ ଘଟିଲା କିଛି ଏମିତି, ଦେଖନ୍ତୁ ଭିଡିଓ..