ଦେଖନ୍ତୁ ଭିଡିଓ ; ନିଜ ମାଷ୍ଟରଙ୍କୁ ଭେଟିବା ପାଇଁ ହସ୍ପିଟାଲରେ ପହଞ୍ଚିଲା ହାତୀ,କଲା ଏମିତି..

ନୂଆଦିଲ୍ଲୀ : କିଛି ଜୀବଜନ୍ତୁଙ୍କ ବ୍ୟବହାର ହୃଦୟକୁ ବେଶ ଛୁଇଁ ଥାଏ । ସେମାନଙ୍କ ମଧ୍ୟରୁ ଗୋଟିଏ ହେଉଛି ହାତୀ । ସୋସିଆଲ ମିଡିଆରେ ଆପଣ ହାତୀଙ୍କ ଅନେକ ଭାଇରାଲ ଭିଡିଓ ଦେଖିଥିବେ । ଯେଉଁଥିରେ ହାତୀମାନେ ଖେଳୁଥିବା ସହ ଏପରି କିଛି କୌତୁକିଆ କାର୍ଯ୍ୟ କରି ଥାଆନ୍ତି, ଯାହା ଖୁବ୍‌ ହୃଦୟସ୍ପର୍ଶୀ । ନିକଟରେ ହାତୀର ଏପରି ଏକ ଭିଡିଓ ଭାଇରାଲ ହେଉଛି, ଯାହା ସଭିଁଙ୍କ ଧ୍ୟାନକୁ ଆକର୍ଷିତ କରୁଛି । ଯେଉଁଥିରେ ଏକ ହାତୀ … Continue reading ଦେଖନ୍ତୁ ଭିଡିଓ ; ନିଜ ମାଷ୍ଟରଙ୍କୁ ଭେଟିବା ପାଇଁ ହସ୍ପିଟାଲରେ ପହଞ୍ଚିଲା ହାତୀ,କଲା ଏମିତି..