ଭିଡିଓରେ ଦେଖନ୍ତୁ; ରାସ୍ତାରେ ହଠାତ୍‌ ହାତୀ ରାଗିବା ପରେ କ’ଣ ହେଲା..

ନୂଆଦିଲ୍ଲୀ : କେବେ ହାତୀର କ୍ରୋଧ ଦେଖିଛନ୍ତି କି? ନିକଟରେ ଭାଇରାଲ୍‌ ହେଉଥିବା ହାତୀର ଏକ ଭିଡିଓ ସୋସିଆଲ ମିଡିଆରେ ସଭିଁଙ୍କ ଧ୍ୟାନକୁ ଆକର୍ଷିତ କରୁଛି । ଭିଡିଓରେ ହାତୀ କେତେ ଶକ୍ତିଶାଳୀ ଓ କ୍ରୋଧିତ ହେବା ପରେ ପରିସ୍ଥିତି କିଭଳି ହୋଇପାରେ ଦେଖିପାରିବେ । ଭିଡିଓଟି କେଉଁ ଦିନ ଓ ସ୍ଥାନର ତାହାର ସ୍ପଷ୍ଟତା ମିଳିନାହିଁ । ମାତ୍ର ସୋସିଆଲ ମିଡିଆରେ ଭିଡିଓଟି ବେଶ ଭାଇରାଲ୍‌ ହେଉଛି । ଭିଡିଓରେ ଦେଖିପାରିବେ, ହାତୀଟି କିଭଳି ଏକ … Continue reading ଭିଡିଓରେ ଦେଖନ୍ତୁ; ରାସ୍ତାରେ ହଠାତ୍‌ ହାତୀ ରାଗିବା ପରେ କ’ଣ ହେଲା..