‘ଭୋଜି ବନ୍ଦ କର’.. ଦେଖନ୍ତୁ ଭିଡିଓ ; ଜଙ୍ଗଲରୁ ଆସି ହଠାତ୍ ପର୍ଯ୍ୟଟକଙ୍କୁ ଗୋଡାଇଲା ହାତୀ, ତା’ପରେ..
ନୂଆଦିଲ୍ଲୀ : ସୋସିଆଲ ମିଡିଆରେ ଅନେକ ସମୟରେ ଜୀବଜନ୍ତୁଙ୍କ ଭିଡିଓ ଦ୍ରୁତ ଗତିରେ ଭାଇରାଲ୍ ହୋଇଥାଏ । କିଛି ଆଶ୍ଚର୍ଯ୍ୟଚକିତ ସହ ଭୟଭୀତ ମଧ୍ୟ କରିଥାଏ । ହାତୀର ଅନେକ ଭିଡିଓ ସଭିଁଙ୍କ ଧ୍ୟାନକୁ ଆକର୍ଷିତ କରିଥାଏ । ନିକଟରେ ଭାଇରାଲ୍ ହେଉଥିବା ହାତୀର ଏକ ଭିଡିଓ ଭୟଭୀତ କରୁଛି । ନଦୀ କୂଳରେ ପିକ୍ନିକ୍ କରୁଥିବା ସମୟରେ ହଠାତ୍ ଏକ ହାତୀ ସେଠାରେ ଆସି ପହଞ୍ଚି ଯାଇଥିଲା । ସେଠାରେ ଥିବା ଅନେକ ପର୍ଯ୍ୟଟକ ଭୟଭୀତ … Continue reading ‘ଭୋଜି ବନ୍ଦ କର’.. ଦେଖନ୍ତୁ ଭିଡିଓ ; ଜଙ୍ଗଲରୁ ଆସି ହଠାତ୍ ପର୍ଯ୍ୟଟକଙ୍କୁ ଗୋଡାଇଲା ହାତୀ, ତା’ପରେ..
Copy and paste this URL into your WordPress site to embed
Copy and paste this code into your site to embed