ଦେଖନ୍ତୁ ଭିଡିଓ; ରେଳଧାରଣାକୁ ହଠାତ୍‌ ଆସିଗଲେ ୬୦ ହାତୀ, ଏମିତି ଜୀବନ ରକ୍ଷା କଲେ ଲୋକୋ ପାଇଲଟ୍‌..

ନୂଆଦିଲ୍ଲୀ : ଲୋକୋ ପାଇଲଟ୍‌ଙ୍କ ଯୋଗୁଁ ବଞ୍ଚିଗଲା ହାତୀପଲଙ୍କ ଜୀବନ। ଆସାମରେ ହାତୀପଲଙ୍କ ଜୀବନ ବଞ୍ଚାଇବାକୁ ଲୋକୋ ପାଇଲଟ୍‌ ସଠିକ୍‌ ସମୟରେ ଟ୍ରେନ୍‌ର ବ୍ରେକ୍‌ ଲଗାଇଥିଲେ। ଏହି ଘଟଣା ୧୬ ଅକ୍ଟୋବର ରାତିରେ ଘଟିଥିଲା । ଟ୍ରେନ୍‌ ଗୌହାଟିରୁ ଲାମଡିଙ୍ଗ୍‌ ଆଡକୁ ଯାଉଥିବା ସମୟରେ ହାତୀପଲ ରେଳ ଧାରଣା ପାର୍‌ କରୁଥିବା ଭିଡିଓ ଏବେ ସାମ୍ନାକୁ ଆସିଛି । ଭିଡିଓଟି ସଭିଁଙ୍କ ଧ୍ୟାନକୁ ଆକର୍ଷିତ କରୁଛି । ଏହି ଘଟଣା ରାତି ପ୍ରାୟ ୮ଟା ୩୭ର । … Continue reading ଦେଖନ୍ତୁ ଭିଡିଓ; ରେଳଧାରଣାକୁ ହଠାତ୍‌ ଆସିଗଲେ ୬୦ ହାତୀ, ଏମିତି ଜୀବନ ରକ୍ଷା କଲେ ଲୋକୋ ପାଇଲଟ୍‌..