ଅନେକ ଫିଚର୍ସ ସହିତ ଆସିଲା ଏହି ଇ-ସ୍କୁଟର, ଜାଣନ୍ତୁ ଦାମ୍

ନୂଆଦିଲ୍ଲୀ : ଆଜିକାଲି ଇଲେକ୍ଟ୍ରିକ୍ ଦୁଇଚକିଆ ଯାନର ଚାହିଦା ବଢିବାରେ ଲାଗିଛି । ଏହି କ୍ଷେତ୍ରରେ ଓଲା ନିଜ ଦବଦବା ବଜାୟ ରଖିଛି । ଏହି କ୍ଷେତ୍ରରେ ଆଉ ଏକ କମ୍ପାନୀ ଇ-ସ୍କୁଟର ପ୍ରସ୍ତୁତ କରିଛି ଯାହାକୁ କେହି ବି ଚଲାଇପାରିବେ । ଅର୍ଥାତ୍ ଏଥିପାଇଁ ଆପଣଙ୍କୁ ଗାଡି ବାଲାନ୍ସ କରିବା ଦରକାର ନାହିଁ । ଉତ୍ତର ପ୍ରଦେଶର ଅଲିଗଢରେ ହିନ୍ଦୁସ୍ତାନ ପାଓ୍ବର କେଲା ସନ୍ସ ୩ ଚକିଆ ବିଶିଷ୍ଟ ଥ୍ରି-ହ୍ବିଲ୍ ଇ-ସ୍କୁଟର ନେଇଆସିଛି । ଏଥିରେ … Continue reading ଅନେକ ଫିଚର୍ସ ସହିତ ଆସିଲା ଏହି ଇ-ସ୍କୁଟର, ଜାଣନ୍ତୁ ଦାମ୍