ଅବାଧ ଓ ମୁକ୍ତ ନିର୍ବାଚନରେ ହୋଇପାରେ ଅନ୍ତରାୟ, ପ୍ରାଥୀଙ୍କୁ ଫୋନ ଓ ଆଧାର ନମ୍ବର ଦିଅନ୍ତୁନି ଭୋଟର-ସିଇଓ

ଭୁବନେଶ୍ବର: କୌଣସି ପ୍ରାର୍ଥୀଙ୍କୁ ଆଧାର ନମ୍ବର ଓ ଫୋନ ନମ୍ବର ନ ଦେବାକୁ ମୁଖ୍ୟ ନିର୍ବାଚନ ଅଧିକାରୀ(ସିଇଓ) ନିକୁଞ୍ଜ ବିହାରୀ ଧଳ ପରାମର୍ଶ ଦେଇଛନ୍ତି। କୌଣସି ପ୍ରାର୍ଥୀଙ୍କୁ ନିଜ ନିଜର ଆଧାର ନମ୍ବର ଓ ଫୋନ ନମ୍ବର ନ ଦେବାକୁ ସାଧାରଣ ଭୋଟରଙ୍କୁ ମୁଖ୍ୟ ନିର୍ବାଚନ ଅଧିକାରୀ ପରାମର୍ଶ ଦେବା ସହିତ ଭୋଟରମାନଙ୍କଠାରୁ ଏସବୁ ନ ନେବାକୁ ପ୍ରାର୍ଥୀମାନଙ୍କୁ ସିଇଓ ପରାମର୍ଶ ଦେଇଛନ୍ତି। ଅବାଧ, ମୁକ୍ତ, ନିରପେକ୍ଷ ନିର୍ବାଚନରେ ଏହା ଅନ୍ତରାୟ ହୋଇପାରେ ବୋଲି ମୁଖ୍ୟ ନିର୍ବାଚନ … Continue reading ଅବାଧ ଓ ମୁକ୍ତ ନିର୍ବାଚନରେ ହୋଇପାରେ ଅନ୍ତରାୟ, ପ୍ରାଥୀଙ୍କୁ ଫୋନ ଓ ଆଧାର ନମ୍ବର ଦିଅନ୍ତୁନି ଭୋଟର-ସିଇଓ