ମଇଦାନରେ ଯୁବ-ଛାତ୍ର ସଙ୍ଗଠନ ନେତା, ଯୁବ ଭୋଟ ଉପରେ ତିନି ଦଳର ନଜର

ଭୁବନେଶ୍ବର: ଚଳିତ ନିର୍ବାଚନରେ ବିଜେଡି, ବିଜେପି ଓ କଂଗ୍ରେସ ଯୁବ-ଛାତ୍ରଙ୍କୁ ଗୁରୁତ୍ବ ଦେଇ ଦଳୀୟ ଟିକଟ ପ୍ରଦାନ କରିଛନ୍ତି। ତିନି ପ୍ରମୁଖ ଦଳ ଘୋଷଣା କରିଥିବା ପ୍ରାର୍ଥୀଙ୍କ ମଧ୍ୟରେ ବହୁ ନେତା ଯୁବ-ଛାତ୍ର ସଙ୍ଗଠନର ନେତୃତ୍ବ ନେଉଥିବା ନେତାଙ୍କୁ ସୁଯୋଗ ଦେଇଛନ୍ତି। ବହୁ ଯୁବ-ଛାତ୍ର ନେତା ମଧ୍ୟ ଟିକଟ ପାଇବାରୁ ବଞ୍ଚିତ ହୋଇଛନ୍ତି। କେତେକ ଦଳ ପରିବର୍ତ୍ତନ କରିିଥିବାବେଳେ ଆଉ କେତେକ ଅସନ୍ତୋଷ ପ୍ରକାଶ କରିଛନ୍ତି। ଛାତ୍ର କଂଗ୍ରେସ ରାଜ୍ୟ ସଭାପତି ୟାସିର ନୱାଜଙ୍କୁ ଚଳିତ ନର୍ବାଚନରେ … Continue reading ମଇଦାନରେ ଯୁବ-ଛାତ୍ର ସଙ୍ଗଠନ ନେତା, ଯୁବ ଭୋଟ ଉପରେ ତିନି ଦଳର ନଜର